Hmpv Virus: ପୁଣି ଦେଶରେ ଚିନ୍ତା ବଢାଇଲାଣି ଚିନ୍ ଭାଇରସ । ବେଙ୍ଗାଲୁରୁରେ ୨ଶିଶୁ ସଂକ୍ରମିତି ଟିହ୍ନଟ ହୋଇଛନ୍ତି । ଜଣେ୩ ମାସର ଶିଶୁ ଓ ୮ ମାସର ଶିଶୁଙ୍କ ଠାରେ HMPV ଭାଇରସ ଚିହ୍ନଟ ହୋଇଛି । ଚାଇନା ଭାଇରାସ ଚିହ୍ନଟ ନେଇ ସ୍ପଷ୍ଟ କରିଛି ଆଇସିଇଏଆର୍ । ଏ ଘରୋଇ ଡାକ୍ତରଖାନାରେ ଚିକିତ୍ସା ଜାରି ରହିଛି ।
ସୂଚନା ଅନୁସାରେ, ଭାରତରେ ୨ ଶିଶୁଙ୍କ ଠାରେ HMPV ଭାଇରସ୍ ଚିହ୍ନଟ ହୋଇଛି । କରୋନା ପରି ଚୀନରେ ଏହି ଭାଇରସ ବର୍ତ୍ତମାନ ଚିନ୍ତାର କାରଣ ସାଜିଛି। ଏହି ଭୂତାଣୁର ନାଁ ହେଉଛି ହ୍ୟୁମାନ୍ ମେଟାନ୍ୟୁମୋଭାଇରସ୍ ବା HMPV । ଏହା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଛୋଟ ପିଲାଙ୍କ ଠାରେ ଏହି ଭୂତାଣୁ ଅଧିକ ବ୍ୟାପିବାରେ ଲାଗିଛି । ତେବେ ଏହି ଭାଇରସରେ ଆକ୍ରାନ୍ତ ରୋଗୀଙ୍କୁ ଶ୍ୱାସ ଜନିତ ସମସ୍ୟା ଦେଖା ଦେଉଛି ଏବଂ ଏହା ଫୁସ୍ଫୁସ୍କୁ ପ୍ରଭାବିତ କରୁଛି ।
Social Footer