Breaking News

ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ଆଶ୍ୱସ୍ତି: ଦୁଇଟି ମାମଲାରେ ନିର୍ଦ୍ଦୋଷରେ ହେଲେ ଖଲାସ

 

ସାଂସଦ ପ୍ରଦୀପ  ପାଣିଗ୍ରାହୀ  ୨ଟି ମାମସାରେ ନିର୍ଦ୍ଦୋଷ ହୋଇଛନ୍ତି । ଚାକିରି ଦେବା ନାଁରେ  ଠକେଇ ମାମଲାରେ ନିର୍ଦ୍ଦୋଷ ହୋଇଛନ୍ତି ପ୍ରଦୀପ । ଗୋଳନ୍ଥରା ଥାନା ଓ ବୈଦ୍ୟନାଥପୁର ଥାନା ମାମଲାରେ  ନିର୍ଦ୍ଦୋଷ ହୋଇଛନ୍ତି । ଆକାଶ ପାଠକ ଓ ତାଙ୍କ ବାପା ଅଭୟକାନ୍ତ  ପାଠକ ମଧ୍ୟ ନିର୍ଦ୍ଦୋଷ ହୋଇଛନ୍ତି ।  ନିର୍ଦ୍ଦୋଷ ଘୋଷଣା କଲେ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ ଗ୍ରାମାଞ୍ଚଳ ।  ରାୟ ପ୍ରକାଶ ପରେ ପ୍ରତିକ୍ରିୟା ରଖିଲେ ପ୍ରଦୀପ ପାଣିଗ୍ରୀହୀ ।  ସତ୍ୟର ବିଜୟ ହୋଇଛି କହିଲେ ପ୍ରଦୀପ । ପୂର୍ୱ ସରକାର ଆକ୍ରୋଶମୂଳକ ଭାବେ  ମାମଲା କରିଥିଲେ ।

Type and hit Enter to search

Close