ଏମକେସିଜିର ମେଡିସିନ୍ ବିଲ୍ଡିଂରେ ଅଗ୍ନିକାଣ୍ଡ

 

ଏମ୍.କେ.ସି.ଜି ମେଡିକାଲର ନୂତନ ମେଡିସିନ୍ ୱର୍ଡର ତୃତୀୟ ମହଲାରେ ରହିଥିବା ସେମିନାର ହଲରେ ସର୍ଟସର୍କିଟ କାରଣରୁ ଏପରି ନିଆଁ ଲାଗିଥିବା ବେଳେ ସେଠାରେ ରହିଥିବା କର୍ମଚାରୀ ମାନେ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ନିଆଁକୁ ଲିଭାଇ ଦେଇଥିଲେ। ସେଭଳି କୈାଣସି ବଡ଼ ଧରଣର କ୍ଷୟକ୍ଷତି ହୋଇନଥିବା କହିଛନ୍ତି ଉପସ୍ଥିତ କର୍ମଚାରୀ ମାନେ।

Share this post

Previous Post Next Post