ବାସ୍ତୁ ଶାସ୍ତ୍ରରେ ଫଟୋଚିତ୍ର ଆଦିକୁ ନେଇ ଅନେକ ଟିପ୍ସ ଗୁଡ଼ିକ ବିଷୟରେ ବର୍ଣ୍ଣନା କରାଯାଇଛି। ଘରେ ଫଟୋ ଆଦି ଲଗେଇବା ପାଇଁ ଅନେକ ବିଶେଷ କଥା ଉପରେ ଧ୍ୟାନ ରଖିବା ଆବଶ୍ୟକ। ନଚେତ ଘରକୁ ଦାରିଦ୍ର୍ୟତା ଗ୍ରାସ କରିଥାଏ। ଆସନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ସେହି ଟିପ୍ସ ଗୁଡ଼ିକ ବିଷୟରେ ଜାଣିବା।
ବାସ୍ତୁ ଶାସ୍ତ୍ରରେ ଘରେ ସୁଖଶାନ୍ତି ବଜାୟ ରଖିବା ପାଇଁ ଅନେକ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଏହି ନିୟମ ଗୁଡ଼ିକୁ ପାଳନ କରିବା ଦ୍ୱାରା ବ୍ୟକ୍ତି ଜୀବନରେ ସୁଖ ଭୋଗ କରିଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ପେଣ୍ଟିଂ ଲଗାଇବା ସମୟରେ କିଛି ବିଶେଷ କଥା ଉପରେ ଧ୍ୟାନ ରଖିବା ଆବଶ୍ୟକ। କାରଣ ଘରେ ଲଗା ଯାଉଥିବା ଫଟୋଚିତ୍ର ଯୋଗୁଁ ଘରେ ସକାରାତ୍ମକ ଓ ନକାରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ।
ବାସ୍ତୁ ଶାସ୍ତ୍ରରେ ସାତଟି ଧଳା ଘୋଡା ଥିବା ଫଟୋକୁ ଘରର ପ୍ରତୀକ ବୋଲି ମାନା ଯାଇଥାଏ।ଏହାଦ୍ଵାରା ପରିବାର ଲୋକଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିଥାଏ।କିନ୍ତୁ ଏହାକୁ ଘରେ ରଖିବାର କିଛି ନିୟମ ଗୁଡିକ ରହିଛି। ଯାହାଦ୍ଵାରା ଏହାକୁ ଘରେ ରଖିବା ଉଚିତ ନୁହେଁ ବୋଲି କୁହାଯାଏ।
ନିୟମ ଗୁଡିକ ହେଉଛି :-
– ବାସ୍ତୁ ଅନୁସାରେ ଯଦି ସାତଟି ଧଳା ଘୋଡ଼ା ଅଲଗା ଦିଗକୁ ପଳାୟନ କରୁଥିବାର ଫଟୋଚିତ୍ର କେବେବି ଘରେ ଲଗାଇବା ଉଚିତ ନୁହେଁ।
Social Footer