ବୁଧ ଗ୍ରହ ମୀନ ରାଶି ଠାରୁ ବାହାରି ମେଷ ରାଶିରେ ପ୍ରବେଶ କରିଛନ୍ତି, ମେଷ ରାଶିରେ ସୂର୍ଯ୍ୟ ଗ୍ରହ ଆଗରୁ ଅବସ୍ଥାନ କରିଛନ୍ତି ଏବଂ ବୁଧ ଆସିବାରୁ ସୂର୍ଯ୍ୟ ବୁଧ ଆଦିତ୍ୟ ଯୋଗ ନିର୍ମାଣ ହୋଇଥାଏ, ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଏହି ଯୋଗ ବହୁତ ଶୁଭ ବୋଲି ମାନ୍ୟତା ଅଟେ । ତେବେ ଏହ ରାଶି ପରିବର୍ତ୍ତନ କାହା ପାଇଁ ଶୁଭ ଫଳ ପ୍ରଦାନ କାରୀ ଅଟେ ତ କାହା ପାଇଁ ଅଶୁଭ ଫଳ ପ୍ରାଦାନ କରେ । ତେବେ ଆସନ୍ତୁ ଜାଣିବା ବୁଧଙ୍କ ରାଶି ପରିବର୍ତନର ଫଳାଫଳ ।
ମେଷ :
ବୁଧ ରାଶି ପରିବର୍ତନ ଶୁଭ ଫଳ ପ୍ରଦାନ କରିଥାଏ, ଯାହା ବିଦ୍ୟାର୍ଥୀ ପ୍ରତିଯୋଗୀ ପରୀକ୍ଷା ତିଆରି ରେ ଲାଗି ରହିବେ, ତାଙ୍କୁ ପରିଣାମ ପ୍ରାପ୍ତି ହବ, ଭଲ ଚାକିରି ସମୟ ଆସିଛି, ବ୍ୟବସାୟ ରେ ମଧ୍ୟ ଲାଭକାରୀ ପରିବର୍ତନ ହବ ।
ବୃଷ :
କେତେ ଦିନର ଅଟକି ଥିବା କାର୍ଯ୍ୟ ପୂର୍ଣ ହବ, ଯଦି ଆପଣ ମନ ଦେଇ ପ୍ରୟାସ କରନ୍ତି ତେବେ । ଭୁଲ ବୁଝା ମଣା ପାଇଁ ସମ୍ପର୍କ ଖରାପ ହୋଇ ପାରେ ।
ମିଥୁନ :
ଅଲଗା କାହା କଥା ଶୁଣି ନିଜ ପ୍ରେମୀ ଉପରେ ସନ୍ଦେହ କରନ୍ତୁ ନାହିଁ ନଚେତ ସୁଖ ଜୀବନ ନଷ୍ଟ ହୋଇ ଜୀବ, ସ୍ୱାସ୍ଥ୍ୟ ପାଇଁ ସମୟ ଭଲ ଅଟେ । ଘରେ ମାଁ ବା ଅନ୍ୟ ବୁଜୁର୍ଗ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଆପଣ ଚିନ୍ତା ରେ ରହିବେ ।
କର୍କଟ :
ଟଙ୍କା ଅସୁବିଧା ପାଇଁ ଘରେ ଅଶାନ୍ତି ହୋଇ ପାରେ, ଆପଣଙ୍କ ଦିନ ଗୁଡିକ ଶୁଭ ହୋଇ ପାରେ କିନ୍ତୁ ଏହା ସହ ସମସ୍ତ କାର୍ଯ୍ୟ ଲାଭକାରୀ ମଧ୍ୟ ରହିବ । ଅଳପ ସମୟରେ ଧନ ପ୍ରାପ୍ତି ଲୋଭ ଛାଡି ଦିଅନ୍ତୁ ଏବଂ ଧନ ନିବେଶ ରେ ମନ ଦିଅନ୍ତୁ ।
Social Footer