Breaking News

ସୁଭଦ୍ରା ଟଙ୍କାଙ୍କୁ ନେଇ ଆସିଲା ବଡ ଖବର; ଅଙ୍ଗନବାଡି କର୍ମୀଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା

 

ଅଙ୍ଗନବାଡି କର୍ମୀଙ୍କୁ ମିଳିବ ସୁଭଦ୍ରା ଟଙ୍କା  ।  ଏଥର ଅଙ୍ଗନବାଡି କର୍ମୀ  ମଧ ପାଇବେ ସୁଭଦ୍ରା ଟଙ୍କା  । ଏନେଇ ଉପମୁଖ୍ୟମନ୍ତ୍ରୀଙ୍କ ପ୍ରଭାତୀ ପରିଡାଙ୍କ ବଡ ସୂଚନା । ପ୍ରଥମ କିସ୍ତିରେ ତୃତୀୟ ପର୍ଯ୍ୟାୟରେ ପାଇବେ ଟଙ୍କା ।  ପ୍ରସ୍ତୁତ ହେଉଛି ତାଲିକା, ଖୁବଶୀଘ୍ର ହେବ ଜାରି । ବାଦ ପଡିଥିବା ସମୟ ଅଙ୍ଗନବାଡି କର୍ମୀଙ୍କୁ ମିଳିବ  । ଖାରଜ ୨ ଲକ୍ଷ ୬୭ ହଜାର ଆବେଦନର ପୁନଃ ଚେକିଂ ହେବ । କୌଣସି ଯୋଗ୍ୟ ହିତାଧିକାରୀ ବାଦ ପଡିବେ ନାହିଁ ।

Type and hit Enter to search

Close