Breaking News

ଏଟିଏମ୍ ଲୁଟ୍: ଟଙ୍କା ସହ ତାଡ଼ି ନେଲେ ମେସିନ୍

 

ଭୁବନେଶ୍ୱରରେ ମାତିଛନ୍ତି ଏଟିଏମ ଲୁଟେରା । ରାଜଧାନୀରେ ଏଟିଏମ ଲୁଟ । ଟଙ୍କା ସହ ତାଡି ନେଇଗଲେ  ଏଟିଏମ । ଭୁବନେଶ୍ୱରର ସାମନ୍ତାପୁର ସ୍ଥିତ ରାମନଗର ପାଖ ତିନି ଛକ  ନିକଟରେ ଥିବା ଏସବିଆଇ  ଏଟିମରେ ଲୁଟ  ା ଘଟଣାସ୍ଥଳରେ  ପୋଲିସ ପହଞ୍ଚି ତନାଘନା  କରୁଛି ।  ରାଜଧାନୀରେ ଏଭଳି ଲୁଟ ପୋଲିସ ସୁରକ୍ଷା ଉପରେ ବଡ ପ୍ରଶ୍ନ ସୃଷ୍ଟି ହୋଇଛି ।

Type and hit Enter to search

Close