Breaking News

ଜାନୁଆରୀ ୧୫ ପରେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା: ଉପ ମୁଖ୍ୟମନ୍ତ୍ରୀ

 

ଜାନୁୟାରୀ ୧୫ ପରେ ମିଳିବ  ସୁଭଦ୍ରାର ଚତୁର୍ଥ କିସ୍ତି । ପ୍ରଥମ କିସ୍ତିର ଚତୁର୍ଥ ପଯ୍ୟାୟ ଟଙ୍କା   ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ମାର୍ଚ୍ଚ ୩୦ରେ  ଆବେଦନ କଲେ ବି ଏକାଥରେ  ମିଳିବ  ୨ଟି କିସ୍ତି । ଶେଷ ଯୋଗ୍ୟ ହିତାଧିକାରୀ  ଆବେଦନ ନକଲା ଯାଏଁ  ପଞ୍ଚିକରଣ କରିପାରିବେ । ପ୍ରଥମ କିସ୍ତି ମିଳିବାର  ଶେଷ ତାରିଖ ମାର୍ଚ୍ଚ ୮ ତାରିଖ ଥିଲା । ମାର୍ଚ୍ଚ ୩୦ ପରେ ବି ଆବେଦନ କଲେ ବି ମିଳିବ ପ୍ରଥମ କିସ୍ତି ଟଙ୍କା ।

Type and hit Enter to search

Close