ସୁଭଦ୍ରା ହିତାଧିକାରୀଙ୍କୁ ଟଙ୍କା ମିଳିବ । ଚଳିତ ମାସ ଶେଷ ସୁଦ୍ଧା ସୁଭଦ୍ରା ଟଙ୍କା ମିଳିବ । ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଦିଆଯିବ । ଇ – କେୱାଇସି କରିନଥିଲେ ତୁରନ୍ତ କରନ୍ତୁ । ୨ ଲକ୍ଷରୁ ଅଧିକ ହିତାଧିକାରୀ କରିନାହାନ୍ତି ଇ – କେୱାଇସି । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି ।
Social Footer