Breaking News

23 ଜାନୁୟାରୀ 2025, ଗୁରୁବାର, ରାଶିଫଳ: ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

 

ମେଷ ରାଶି : 

ଆଜି ଆପଣଙ୍କର କାର୍ଯ୍ୟ କୌଶଳ ସାମ୍ନା କୁ ଆସିବ । ଆପଣଙ୍କ ଜୀବନ ସାଥିଙ୍କ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ । ତରବର ହୋଇ କୌଣସି ନିସ୍ପତି ନିଅନ୍ତୁ ନାହି । ମାନସିକ ଚିନ୍ତାରୁ ବଞ୍ଚିବା ପାଇଁ ଯୋଗ କରନ୍ତୁ । ଚିନ୍ତା ବିଚାରରେ ଅଧିକ ସମୟ ବରବାତ କରନ୍ତୁ ନାହି । ଆପଣଙ୍କ କାର୍ଯ୍ୟର ପ୍ରଶଂସା ହେବ । ଜୀବନ ସାଥିଙ୍କ ସହଯୋଗ ପାଇବେ । ଆଗକୁ ଆସୁଥିବା ଅବସରକୁ ଧ୍ୟାନ ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ପଇସା ସ୍ଥିତିରେ ସୁଧାର ଆସିବ ।

ବୃଷ ରାଶି : 

କାରୋବାରରେ ଉନ୍ନତି ହେବ । ଆପଣ ପସନ୍ଦ ଅନୁଯାୟୀ କାମରେ ଉଶ୍ଚୁକ ହେବ । ଆପଣଙ୍କ ପ୍ରବନ୍ଧ କ୍ଷମତାର ପ୍ରଶଂସା ହେବ । ମାତାଙ୍କ ଠାରୁ ଉପହାର ପାଇ ପାରନ୍ତି । ଶାନ୍ତ ରୁହନ୍ତୁ ଓ ସମସ୍ଯାରୁ ବାହାର କରିବା ପାଇଁ ଚେଷ୍ଟା କରନ୍ତୁ । ଆପଣଙ୍କ ବିଚାର ପଜେଟିଭ ରହିବ । ଆପଣ ନିଜକୁ ନିଜ କାମରେ ସନ୍ତୁଷ୍ଟ ରହିବ । ଆଜି ଆପଣ ମହତ୍ଵ ପୂର୍ଣ୍ଣ ନିସ୍ପତି ନେବା ସମୟରେ ପାରିବାରିକ ସଦସ୍ୟଙ୍କ ପୂର୍ବବା ସହଯୋଗ ପ୍ରାପ୍ତ ହେବ । ପ୍ରତିଯୋଗୀ ପରୀକ୍ଷାରେ ସଫଳତା ମିଳିବ ।

ମିଥୁନ ରାଶି :

କଳାତ୍ମକ କ୍ଷେତ୍ର ରେ ଆପଣଙ୍କର ରୁଚି ବଢିବ । ଯେଉଁ ମାନେ ବେରୋଜଗାର ଅଛନ୍ତି ବା ଚାକିରି ଖୋଜୁଛନ୍ତି ସେମାନଙ୍କର ଇଚ୍ଛା ପୁରା ହେବ । ଆପଣଙ୍କୁ ବହୁତ ଜଲ୍ଦି ଭଲ ଚାକିରି ମିଳିପାରେ । ଆପଣ ଆଖ ପାଖର ଲୋକଙ୍କ ଠାରୁ ବିବାଦ କରିବାରୁ ବଞ୍ଚିତ ରୁହନ୍ତୁ । ନୂଆ ଦାୟିତ୍ଵ ଆପଣଙ୍କୁ ମିଳିପାରେ । ଆଜି କୌଣସି କଠିନ ସ୍ଥିତିର ବ୍ୟବହାରିକ ସମାଧାନ ବାହାର କରିବାକୁ ଚେଷ୍ଟା କରିବେ । ଆପଣଙ୍କ ସ୍ଵପ୍ନ ସକାର ହେବ । ମାଙ୍ଗଳିକ କାର୍ଯ୍ୟ କ୍ରମ ରେ ସମିଳିତ ହେବେ ।

କର୍କଟ ରାଶି : 

ପରିସ୍ଥିତି କୁ ଆପଣ ସାମ୍ନା କରିବେ । ନିଜର ପ୍ରତିଭା ଦ୍ଵାରା ଲୋକଙ୍କୁ ପ୍ରଭାବିତ କରିବେ । ବନ୍ଧୁଙ୍କ ସଙ୍ଗତ ଆପଣ ପାଇବେ । ଅସହାୟ ଲୋକଙ୍କୁ ବସ୍ତ୍ର ଦାନ କରନ୍ତୁ, ସନ୍ତାନ ସୁଖ ପ୍ରାପ୍ତ ହେବ । ଆର୍ଥିକ ମାମଲାରେ ପ୍ରଗତି ହେବ । ମିଡିଆ ବା ବ୍ୟାକିଙ୍ଗ ଚାକିରିଆ ଲୋକଙ୍କୁ ସଫଳତା ମିଳିବ । ଦାଂପତ୍ଯ ଜୀବନରେ ଜୀବନ ସାଥିଙ୍କ ସହଯୋଗ ମିଳିବ । ଖାଦ୍ୟପେୟ ଉପରେ ସଂଯମ ରଖନ୍ତୁ । ସ୍ୱାସ୍ଥ୍ୟ କୁ ବେହତର ବନାଇବେ ।

ସିଂହ ରାଶି : 

ଆଜି କୌଣସି ବନ୍ଧୁଙ୍କ ସହଯୋଗରେ ସମ୍ପତିରୁ ଧନ ପ୍ରାପ୍ତ ହେବ । ବୈବାହିକ ଜୀବନରେ ସୁଖ ସନ୍ତୋଷର ଅନୁଭୂତି ହେବ । ସ୍ତ୍ରୀ, ପୁତ୍ର ଗୁରୁଜନଙ୍କ ତରଫରୁ ଲାଭ ହେବ । ପଇସାକୁ ଲଗାତାର ଖର୍ଚ୍ଚ କରିବା କାରଣରୁ ନିଜର ଯୋଜନାରେ ବାଧା ଆସିପାରେ । ସନ୍ତାନ ବା ଶିକ୍ଷା କାରଣରୁ ଚିନ୍ତିତ ରହିବେ । ଆଜି ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ । ଅଧିକ ଚିନ୍ତା କାରଣରୁ ଆପଣ ବ୍ୟସ୍ତରେ ରହିବେ ।

କନ୍ୟା ରାଶି : 

ଆପଣଙ୍କ ଜୀବନ ସାଥିଙ୍କ ସହଯୋଗ ପ୍ରାପ୍ତ ହେବ । କୁଟୁମ୍ବରେ ଶାନ୍ତି ର ବାତାବରଣ ଦେଖିବାକୁ ମିଳିବ । ପରିଜନଙ୍କ ସହ ବୁଲିବାକୁ ଯାଇ ପାରନ୍ତି । କାର୍ଯ୍ୟ ବ୍ୟାପାର ରେ ସନ୍ତୋଷ ଜନକ ସ୍ଥିତି ରହିବ । ଆପଣଙ୍କ ବାଣୀରେ ମିଠାଶ ରହିବ । ଆପଣଙ୍କ କଥା କହିବାର ତାରିକା ଅନ୍ୟ ମାନଙ୍କୁ ଆକର୍ଷିତ କରିବ । ଆଜି ଆର୍ଥିକ ମାମଲାକୁ ନେଇ କିଛି କଠିନ ସମସ୍ଯା ସାମ୍ନା କରିବାକୁ ପଡିପାରେ । ଆପଣଙ୍କ ସମ୍ପର୍କରେ ବିଶ୍ଵାସ ବଢିବ ।

ତୁଳା ରାଶି : 

ଆଜି ଆପଣ ପ୍ରିୟଜନଙ୍କ ନିକଟତର ହେବେ । ନିଜ ଜୀବନରେ ସେମାନଙ୍କ ମହତ୍ଵକୁ ଜାଣନ୍ତୁ । ଆଜି ଉଦ୍ୟମୀ ଓ ବ୍ୟବସାୟୀ ବ୍ୟସ୍ତ ରହିବ । ଆପଣ ପାର୍ଟନରଙ୍କ ସହ ୟାଦଗାର ସମୟ ବିତାଇବେ । ମାଙ୍ଗଳିକ ବା ସାଂସ୍କୃତିକ ଉଶ୍ଚବରେ ଭାଗ ନେବେ । ଶିକ୍ଷା ପ୍ରତିଯୋଗୀତା କ୍ଷେତ୍ରରେ କରିଥିବା ଶ୍ରମ ସାର୍ଥକ ହେବ । ଆପଣଙ୍କ ସ୍ୱାସ୍ଥ୍ୟ ବେହତର ରହିବ ।

ବିଛା ରାଶି : 

ମାତା ପିତାଙ୍କ ପୁରା ସହଯୋଗ ପ୍ରାପ୍ତ ହେବ । ଗୁପ୍ତ ଶତ୍ରୁ ପରାସ୍ତ ହେବେ । ପରିବାରର ସହଯୋଗ ମିଳିବ । ଦାଂପତ୍ଯ ଜୀବନରେ ମଧୁରତା ଆସିବ । ପରିସ୍ଥିତିକୁ ସମ୍ଭାଳିବାକୁ ଚେଷ୍ଟା କରନ୍ତୁ । କ୍ରୋଧ ଓ ବାଣୀ ଉପରେ ସଂଯମ ରଖନ୍ତୁ, ଅନ୍ୟଥା ହାନି ହୋଇପାରେ । ଆଜି ଆପଣ ଯେତେ ସମୟ ଆରାମରେ ବିତାଇବେ । ଆପଣଙ୍କ ପାଇଁ ସେତିକି ସମୟ ବହୁତ ଶାନ୍ତିରେ ରହିବାର ଅଛି । ବାଣୀ ଉପରେ ସଂଯମ ରଖନ୍ତୁ ।

ଧନୁ ରାଶି : 

ଆପଣଙ୍କ ଆକର୍ଷଣ ଧର୍ମ ଆଡକୁ ରହିବ । ସମାଜ ସେବାରେ ଆପଣଙ୍କୁ ମାନସିକ ଶାନ୍ତି ମିଳିବ । ଭାଇଙ୍କ ସହଯୋଗ ମିଳିବ । ଚାକିରିରେ ଉନ୍ନତିର ମାର୍ଗ ପ୍ରଶସ୍ତ ହେବ । ଜୀବନ ସାଥିଙ୍କ ଠାରୁ ଆପଣଙ୍କୁ ବଡ ଉପହାର ମିଳିପାରେ । ଆପଣଙ୍କୁ କିଛି ସମସ୍ୟାର ସମାଧାନ କରିବାକୁ ହେବ । ନିଜର ଛୋଟରୁ ଛୋଟ କାମ ଆପଣ ପୁରା ମେହନତ କରିବେ । ମନ ଦେଇ କାମ କରିବାକୁ ଚେଷ୍ଟା କରନ୍ତୁ ।

ମକର ରାଶି : 

ଆଜି ଆପଣଙ୍କର ପ୍ରତେକ ଇଚ୍ଛା ପୁରା ହେବାର ନଜର ରହିଛି । ଭାଇ ଭଉଣୀଙ୍କ ସହଯୋଗ ମିଳିବ । ପ୍ରେମ ପୂର୍ଣ୍ଣ ସମୟ ରହିବ । ତରବର ହୋଇ କୌଣସି କାମ କରନ୍ତୁ ନାହି । ପଇସା ମାମଲାରେ ଆଜି ଦିନ ଟି ଆପଣଙ୍କୁ ବହୁତ ଭଲ ପରିଣାମ ମିଳିବାର ଅଛି । ଧନ କମାଇବାର ଭଲ ଅବସର ଆପଣଙ୍କ ହାତରେ ଆସିପାରେ । ନିଜ ଖର୍ଚ୍ଚ ଉପରେ କାବୁ ରଖନ୍ତୁ ।

କୁମ୍ଭ ରାଶି : 

ଆଜି ଅଯଥାରେ ବ୍ୟୟ କରନ୍ତୁ ନାହି । ଜୀବନ ସାଥିଙ୍କ ସହ ବୈଚାରିକ ମତଭେଦ ହୋଇପାରେ । ଘରେ ବଡ ଗୁରୁଜନଙ୍କ ରାୟ ଆପଣଙ୍କ ପାଇଁ ସାହାଜ୍ଯକାରୀ ସାବ୍ୟସ୍ତ ହେବ । ଯେବେ ବି ଅବସର ମିଳିବ ବଡ ମାନଙ୍କର ଅନୁଭବ ବା ଜ୍ଞାନର ଲାଭ ଉଠାନ୍ତୁ । ସମ୍ପର୍କରେ ମଧୁରତା ଆସିବ । ପଇସା ମାମଲାରେ ଆଜି ଦିନ ଟି ଆପଣଙ୍କ ପାଇଁ ବେହତର ରହିବ । ଆଜି ଧନ ପ୍ରାପ୍ତିର ଯୋଗ ରହିଛି । ଅଚଳ ସମ୍ପତି କୁ ନେଇ କଳହ ହୋଇପାରେ ।

ମୀନ ରାଶି : 

ଆପଣଙ୍କ ସ୍ୱାସ୍ଥ୍ୟ ଆଜି ଭଲ ରହିବ । ଆପଣ ଭଲ ଅନୁଭବ କରିବେ । ମହିଳା ଅଧିକାରୀଙ୍କ ଠାରୁ ସହଯୋଗ ମିଳିବ । ନବ ବିବାହିତା ଲୋକେ ବୁଲିବାକୁ ଯାଇ ପାରନ୍ତି । ମନରେ ନୂଆ ବିଚାର ଉତପନ ହୋଇପାରେ । ଅଧିକ କ୍ରୋଧ ଉପରେ ସଂଯମ ରଖନ୍ତୁ । ବିବାଦ ଠାରୁ ଆପଣ ଦୂରେଇ ରୁହନ୍ତୁ ।

Type and hit Enter to search

Close