Breaking News

ସେକ୍ସ ରାକେଟର ପର୍ଦ୍ଦାଫାଶ କଲା ପୋଲିସ, ଗ୍ରାହକ ବେଶରେ ଯାଇ ୨ ଯୁବତୀଙ୍କୁ ଧରିଲା

 

ବାଙ୍କୀ କଳାପଥରରେ ସେକ୍ସ ରାକେଟ ଠାବ। ଦୀର୍ଘଦିନ ଧରି ଚାଲିଥିଲା ସେକ୍ସ ରାକେଟ ଠାବ । ଗ୍ରାହକ ବେଶରେ ଯାଇ ଧରିଲେ ପୋଲିସ ଅଧିକାରୀ । ବିଳମ୍ବିତ ରାତିରେ ପୋଲିସ ଗ୍ରାହକ ବେଶରେ ଚଢ଼ାଉ କରିଛି । ୨ ଯୁବତୀଙ୍କ ସହ ୨ ଯୁବକକୁ ଧରିଲା ପୋଲିସ । ଥାନାରେ ଅଟକ ରଖି ଯୁବକ , ଯୁବତୀଙ୍କୁ ପଚରା , ଉଚରା କରୁଛି ପୋଲିସ । ଏ ନେଇ ଅଧିକ ଖୋଲ ତାଡ଼ ମଧ୍ୟ ପୋଲିସ କରୁଛି । ଯୁବକ , ଯୁବତୀ ଙ୍କ ସହ କିଏ ମୁଖ୍ୟ ଖଳନାୟକ ଏ ପଛରେ ରହିଛି ତାହା ନେଇ ପୋଲିସ ଅଧିକ ତଦନ୍ତ କରୁଥିବା ନେଇ ସୂଚନା ରହିଛି ।

Type and hit Enter to search

Close