ସ୍ୱଭାବିକ ହେଲା ୧୦୮ ଆମ୍ବୁଲାନ୍ସ ସେବା

 

ସ୍ୱାଭାବିକ ହେଲା ୧୦୮ ଆମ୍ବୁଲାନ୍ସ । ଏନେଇ ୧୦୮ କର୍ମଚାରୀ ମହାସଂଘ ସୂଚନା ଦେଇଛନ୍ତି ।  ବର୍ତ୍ତମାନ ଅନରୋଡ ମୋଡରେ ଗାଡି ଗଡିବ ।  କିଛି ଦିନ ହେବ ରାଜରାସ୍ତାରୁ ଓହ୍ଲାଇଥିଲେ  ଆମ୍ବୁଲାନ୍ସ କର୍ମଚାରୀ ।  ଏନେଇ ରୋଗୀ ସେବା ପ୍ରଭାବିତ ହୋଇଛି । କର୍ମଚାରୀଙ୍କୁ  ପୁନଃ ନିଯୁକ୍ତି  ବିଷୟରେ  କିଛି ନିଷ୍ପତ୍ତି  ହୋଇନଥିବାରୁ  ଅଫରୋଡ ମୋଡରେ ରୋଗୀସେବା  ଯୋଗାଇ ଦେବାକୁ  ସଂଘ  ନିଷ୍ପତ୍ତି ନେଇଥିଲା ।  ସ୍ଥାୟୀ ନିଯୁକ୍ତି , ବକେୟା ଦରମା ପ୍ରଦାନ , ଗ୍ରାଚ୍ୟୁଇଟି ପ୍ରଦାନ , ଛଟେଇ କର୍ମଚାରୀଙ୍କୁ  ପୁନଃ ନିଯୁକ୍ତି ଆଦି   ଦଫା ନେଇ  ଜିପିଏସ ବଟନ ଅଫ କରି ଅଫରୋଡ ମୋଡରେ  ଆମ୍ବୁଲାନ୍ସ ଚଳାଉଥିଲେ ।

Share this post

Previous Post Next Post