Breaking News

ସୁଭଦ୍ରାକୁ ନେଇ ବଡ ଅପଡେଟ୍: ବାଦ୍ ପଡିଥିବା ହିତାଧିକାରୀଙ୍କ ପାଇଁ ଆସିବ ଗାଇଡଲାଇନ

 

ସୁଭଦ୍ରା ଯୋଜନାରେ ତିଆରି ହେବ ନୂଆ ଗାଇଡ ଲାଇନ ।  ଅଯୋଗ୍ୟ ହିତାଧ୍‌କାରୀ କେମିତି ଟଙ୍କା ପାଇବେ  ଏବଂ କିଭଳି ପୁଣି ଥରେ ସୁଭଦ୍ରା ଯୋଜନାରେ  ସାମିଲ ହେବେ  ସେନେଇ ନୂଆ ଗାଇଡ ଲାଇନ ଆସିବ । ଦିନ ୩ଟାରେ ଏନେଇ ବୈଠକ ବସିବ ।  ସୁଭଦ୍ରା ଯୋଜନାରେ  ଅଯୋଗ୍ୟ ଘୋଷିତ ହୋଇଥ୍‌ବା ଦୁଇ ଲକ୍ଷ ୬୭ ହଜାର ରିଜେକ୍ଟ ଲିଷ୍ଟ  ଉପରେ ଏହି ବୈଠକରେ ଆଲୋଚନା ହେବ ।  ଆଉ କେଉଁ ଆଧାରରେ କେମିତି ସେମାନଙ୍କର  ଭେରିଫିକେସନ କରାଯିବ ସେନେଇ  ନିଷ୍ପତ୍ତି ହେବ ।  ଖୁବଶୀଘ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଆସିବ  ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା  ସୂଚନା ଦେଇଛନ୍ତି ।

Type and hit Enter to search

Close