Breaking News

ପୁଣି ବଡ ନିଷ୍ପତ୍ତି ନେଲେ ରାଜ୍ୟ ସରକାର, ୭ ବର୍ଷ ପରେ ଜଣେ ଏସଆଇ ହୋଇପାରିବେ ଇନ୍ସପେକ୍ଟର

 

ଏଥର ୭ ବର୍ଷ ପରେ ଜଣେ ଏସଆଇ ହୋଇପାରିବେ ଇନ୍ସପେକ୍ଟର । ପଦୋନ୍ନତିକୁ ୧୦ ବର୍ଷରୁ ୭ ବର୍ଷକୁ ଖସାଇଲେ ରାଜ୍ୟ ସରକାର । ଚଳିତ ବର୍ଷ ପାଇଁ ୧୦ରୁ ୭ ବର୍ଷକୁ ଖସାଇଲେ  ସରକାର । ଜାନୁଆରୀ ୧, ୨୦୨୪ ସୁଦ୍ଧା  ୭ ବର୍ଷ ପୂରଣ କରିଥିଲେ ପଦୋନ୍ନତି । ପୂର୍ୱରୁ ୧୦ ବର୍ଷ ପରେ ଜଣେ ଏସଆଇ ଇନ୍ସପେକ୍ଟର ହେଉଥିଲେ । ୭ ବର୍ଷ ପରେ ପଦୋନ୍ନତି  ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି  ା

Type and hit Enter to search

Close