ଆମେରିକାର ୪୭ତମ ରାଷ୍ଟ୍ରପତି ଟ୍ରମ୍ପ, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

 

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେସ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ । ଶୁଭେସ୍ଛା ଜଣାଇବା ସହ କହିଛନ୍ତି , ଭାରତ ଆମେରିକା ମଧ୍ୟରେ ସମ୍ପର୍କ ସୁଦୃଢ  ହେବ । ଏକାଠି ବିଶ୍ୱ ଶାନ୍ତି ପାଇଁ କାମ କରିବା । ସ୍ଥିରତା ଓ ସମୃଦ୍ଧି  ବୃଦ୍ଧି କରିବା । ଆମେରିକାର ୪୭ ତମ ରାଷ୍ଟ୍ରପତି  ହେଲେ ଚୋନାଲ୍ଡ ଟ୍ରମ୍ପ ।   ଭୋଟ ଗଣତି ଚାଲିବା ବେଳେ  ଅଧିକ ଭୋଟ ପାଇଛନ୍ତି ଟ୍ରମ୍ପ ।ଟ୍ରମ୍ପ କମଲା ହ୍ୟାରିସଙ୍କୁ ପଛରେ ପକାଇ ହ୍ୱାଇଟ ହାଉସର ମାଲିକ ହୋଇଛନ୍ତି ଟ୍ରମ୍ପ ।  ପ୍ରାରମ୍ବିକ ଫଳାଫଳ ଅନୁସାରେ ବହୁତ ଆଗରେ ଥିଲେ ଡୋନାଲ୍ଡ  ଟ୍ରମ୍‌ପ ।



Share this post

Previous Post Next Post